子どもたちが森を訪れ、優しいトラと友だちになる
読み込み中...
Priyatama Nayak

子どもたちが森を訪れ、優しいトラと友だちになる

プロンプト
[28/05, 9:03 am] ❤️A😘.... ❤️❤️❤️: ଦିନେ ଟୁନା କହିଲା, “ଟୁନି, ଆସ ଆମେ ଜଙ୍ଗଲକୁ ଘୁରିବାକୁ ଜିବା [28/05, 9:04 am] ❤️A😘.... ❤️❤️❤️: ଟୁନି ହସିକି କହିଲା, “ହଁ ଭାଇ, ଚଲ ଯିବା! କିନ୍ତୁ ଆମେ ସାବଧାନ ରହିବା।” ସେମାନେ ଦୁଇଜଣ ଜଙ୍ଗଲକୁ ଗଲେ। ସେଠାରେ ସୁନ୍ଦର ଫୁଲ, ପକ୍ଷୀ ଓ ବଡ଼ ବଡ଼ ଗଛ ଥିଲା। ହଠାତ୍ ଟୁନି ରାସ୍ତା ଭୁଲିଗଲା। ଟୁନି ଭୟ ପାଇଲା ଏବଂ କହିଲା, “ଭାଇ, ମୁଁ ରାସ୍ତା ଭୁଲିଗଲି!” ଟୁନା ସାହସ ଦେଇ କହିଲା, “ଭୟ ପାଇନି, ମୁଁ ଅଛି। ଆମେ ମିଶିକି ରାସ୍ତା ଖୋଜିବା।” [28/05, 9:06 am] ❤️A😘.... ❤️❤️❤️: ବାଘ ମାମୁଙ୍କୁ ଦେଖି ଟୁନି ଡରିଗଲା ଏବଂ ଟୁନାର ହାତ ଭଲକରି ଧରିଲା। ଟୁନି କମ୍ପିକି କହିଲା, “ଭାଇ… ଏବେ ଆମେ କଣ କରିବା?” 😨 ଟୁନା ଧୀରେ କହିଲା, “ଭୟ ପାଇନି। ଆମେ ଶାନ୍ତ ରହିବା।” [28/05, 9:07 am] ❤️A😘.... ❤️❤️❤️: ତାପରେ ଟୁନା ଓ ଟୁନି ବାଘ ମାମୁଙ୍କ ସହ କଥା ହେବାକୁ ଲାଗିଲେ। 😊 ଟୁନି ହସିକି କହିଲା, “ବାଘ ମାମୁ, ଆପଣ ବହୁତ ଭଲ। ଆମ ଘରକୁ ଆସନ୍ତୁ।” ଟୁନା ମଧ୍ୟ କହିଲା, “ହଁ ମାମୁ! ମାଆ ଆଜି ଚାକୁଳି ଓ ଚିନି ପିଠା ବନାଇଛନ୍ତି। ଆମେ ସଙ୍ଗେ ସଙ୍ଗେ ଖାଇବା।” 😋 ବାଘ ମାମୁ ଖୁସିହେଇ କହିଲେ, “ବାହ୍! ମୁଁ ଚାକୁଳି ଓ ଚିନି ପିଠା ବହୁତ ପସନ୍ଦ କରେ।” ତାପରେ ସେମାନେ ତିନିଜଣ ହସି ହସି ଘର ଦିଗକୁ ଚାଲିଗଲେ। 🌸 [28/05, 9:07 am] ❤️A😘.... ❤️❤️❤️: ଘରକୁ ପହଞ୍ଚିବା ପରେ ଟୁନାର ମାଆ ସମସ୍ତଙ୍କୁ ଚାକୁଳି ଓ ଚିନି ପିଠା ଖାଇବାକୁ ଦେଲେ। 😋 ବାଘ ମାମୁ ଖୁସିହେଇ କହିଲେ, “ଆଜି ମୋତେ ବହୁତ ଭଲ ଲାଗିଲା। ତୁମେ ଦୁଇଜଣ ବହୁତ ସାହସୀ ଓ ଭଲ ପିଲା।” ଟୁନି ହସିକି କହିଲା, “ଆଜି ଆମେ ନୁଆ ସାଙ୍ଗ ମଧ୍ୟ ପାଇଗଲୁ!” 😊 ସମସ୍ତେ ହସିହସି କଥା ହେଲେ ଏବଂ ଖୁସିରେ ସମୟ କଟାଇଲେ। 🌸 ଶିକ୍ଷା: ଭଲ ମନ ଓ ସାହସ ଥିଲେ ସବୁଠି ଭଲ ସାଙ୍ଗ ମିଳେ। ❤️
Model
PicLumen Art V1
Date created
06/01/26 at 1:26 PM
Seed
5201551541
Guidance Scale
1
Resolution
1088 x 960 (6:5)

Related images

密林の小道で男を待ち伏せする咆哮するトラ
黄金に光るアクセントをまとう黒い虎の抽象的な竹アート
鮮やかなストリートアートのコラージュを歩き回る、咆哮するトラ
やわらかな枕と木のトランクで眠る赤ちゃんトラ
荒波の海を見下ろす月明かりの崖の黒い虎
やさしい雰囲気のナーサリーイラストの蝶とかわいいトラの赤ちゃん
色鮮やかなジャングルで獲物を追う威厳あるトラ
夕暮れのアジアの森の渓流と水彩画のような風景
クロスハッチで闇から現れる荘厳な虎
煙の中で目が光る唸るトラのクローズアップ
黄色いレインコートを着たトラが荒波を航海する
濁ったジャングルの水辺から見つめる子トラのクローズアップ
シュールで抽象的なペイント背景にいるトラとシマウマ
緑豊かな森にたたずむ黒い縞模様の黄金色のトラ
発光する幾何学ワイヤーフレームで描かれた飛びかかるトラのイラスト
月明かりに照らされた静かな秋の森の白い虎
ジャングルの水飲み場で水を飲むトラの水面反射
インクと水彩に溶けていくタイガーと広がる余白
ジャングルの葉の間からこちらを見つめる不気味なアニメ虎
鮮烈な抽象的な青の背景に飛びかかる凶暴な黒い虎